ବିବେକାନନ୍ଦ ହସ୍ପିଟାଲରେ ପିତକୋଷ ପଥର ରୋଗ ପାଇଁ ସଂପୂର୍ଣ୍ଣ ଚିକିତ୍ସାବିଧି ପିତକୋଷ ପଥର ରୋଗ ବା Gallbladder Stone ବୋଲି କୁହାଯାଏ। ବର୍ତ୍ତମାନ ସମୟରେ ସାରା ବିଶ୍ବରେ ଲକ୍ଷାଧିକ ଲୋକଙ୍କୁ ଏହି ରୋଗ ପ୍ରଭାବିତ କରୁଛି। ତେବେ ଏହାର ସୁଫଳ ପାଇଁ ଭୁବନେଶ୍ୱର ବିବେକାନନ୍ଦ ହସ୍ପିଟାଲରେ ଆଧୁନିକ ତଥା ଅତ୍ୟାଧୁନିକ ପ୍ରଣାଳୀ ମାଧ୍ୟମରେ ପିତକୋଷ ପଥର (Gallbladder Stone Disease) ବିଶେଷଜ୍ଞ ଡ଼ାକ୍ତର ଦ୍ବାରା ସଫଳ ଅସ୍ତ୍ରୋପଚାର କରାଯାଉଛି। ପିତକୋଷ (Gallbladder Stone) ପଥର କାହାକୁ କୁହାଯାଏ?… Continue reading ଭୁବନେଶ୍ୱର ବିବେକାନନ୍ଦ ହସ୍ପିଟାଲରେ ପିତକୋଷ ପଥର ସର୍ବୋତ୍ତମ ଚିକିତ୍ସା ସେବା
ଭୁବନେଶ୍ୱର ବିବେକାନନ୍ଦ ହସ୍ପିଟାଲରେ ପିତକୋଷ ପଥର ସର୍ବୋତ୍ତମ ଚିକିତ୍ସା ସେବା
